ଅନ୍ତରାଷ୍ଟ୍ରୀୟ ରୋନାଲଡୋ-ମେସିଙ୍କ ସହ ସ୍ଥାନ ପାଇଲେ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ, ସମ୍ମାନିତ କଲା ଫିଫା ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ଫିଫା ତାଙ୍କ ଜୀବନ ଏବଂ କ୍ୟାରିୟରରେ ଏକ ତିନି ଏପିସୋଡ ସିରିଜ୍ ରିଲିଜ୍ କରି ସମ୍ମାନିତ କରିଛି।…