ଆଞ୍ଚଳିକ ସମାଜରୁ କୁସଂସ୍କାର ବିଲୋପ ଓ ଶୃଙ୍ଖଳିତ ଜୀବନଯାପନ ମୂଳ ଲକ୍ଷ୍ୟ: କଳାହାଣ୍ଡି ମେହେର ସମାଜ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଳାସ ଗ୍ରାମରେ କଲାହାଣ୍ଡି ଜିଲ୍ଲା ମେହେର (ଭୁଲିଆ )ସମାଜର ଏକ ମହା ସଭା ଅନୁଷ୍ଠିତ ହୋଇ…