ଆଜିର ଖବର ମୋବାଇଲ୍ ଫୋନ୍ ଦେଖିବାକୁ ମନା କରିବାରୁ ପୁଅର ଆତ୍ମହତ୍ୟା ସମୀକ୍ଷା ବ୍ୟୁରୋ ଭଦ୍ରକ, 23/12: ମୋବାଇଲ ପାଇଁ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବ୍ଲକ୍ ପୁରୁଷୋତ୍ତମପୁର ଗାଁରେ। ମାଆ ମୋବାଇଲ…