ଆଜିର ଖବର ଆଜି ଗୁରୁବାରରେ ଏହି ସାତୋଟି ରାଶି ଉପରେ ରହିଛି ମା ଲକ୍ଷ୍ମୀଙ୍କ ଆର୍ଶିବାଦ ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ। ଆର୍ଥିକ ଅସୁବିଧା ହେବ। ଅଯଥା ଖର୍ଚ୍ଚ ହେବ। ଘରର ବଜେଟ୍ ଖରାପ ହେବ। ଅନ୍ୟମାନଙ୍କଠାରୁ ଲାଭା ପାଇବା…