ଜାତୀୟ ଖବର ସଂସଦର ସୁରକ୍ଷା ଉଲ୍ଲଂଘନ କରିଥିବା ଦୁଇ ଜଣ କିଏ? କେଉଁ ସାଂସଦଙ୍କ ପକ୍ଷରୁ ମିଳିଥିଲା ଭିଜିଟର ପାସ୍? ନୂଆଦିଲ୍ଲୀ: ଲୋକସଭାରେ ହଠାତ୍ ଦୁଇଜଣଙ୍କ ଅନୁପ୍ରବେଶକୁ ନେଇ ଗୃହକାର୍ଯ୍ୟ ଚାଲିଥିବା ବେଳେ ହଙ୍ଗାମା ହୋଇଥିଲା। ଉଭୟଙ୍କ ହାତରେ ଲୁହବୁହା ଗ୍ୟାସ୍ ଭଳି କିଛି ଥିଲା। କିନ୍ତୁ କିଛି…