ଆଜିର ଖବର କର୍ଣ୍ଣାଟକରେ ପୁଣି ଟିପୁ ସୁଲତାନଙ୍କ ପ୍ରବେଶ, ମୈସୁରୁ ବିମାନବନ୍ଦରର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ନୂଆଦିଲ୍ଲୀ: କର୍ଣ୍ଣାଟକର ଶାସକ କଂଗ୍ରେସର ଜଣେ ବିଧାୟକ ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ନାମରେ ମନ୍ଦକଲ୍ଲୀ ବିମାନବନ୍ଦରର ନାମକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ…