ମୋଇନ ଅଲି

ଆଡିଲେଡ୍: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତର ‘ଅଦ୍ଭୁତ’ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରତି ସାବଧାନ ରହିବାକୁ ଇଂଲଣ୍ଡ ଖେଳାଳି ମୋଇନ ଅଲି କହିଛନ୍ତି। ସୂର୍ଯ୍ୟକୁମାରଙ୍କ ବ୍ୟାଟକୁ ଅଟକାଇବା…