ଆଜିର ଖବର କର୍ଣ୍ଣାଟକ ଏବଂ ଗୁଜୁରାଟ ପରେ ମୁମ୍ବାଇରେ ଚିହ୍ନଟ ହେଲା ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୪ କୁ ବୃଦ୍ଧି ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ମଧ୍ୟ ପ୍ରବେଶ କରିଛି। ମୁମ୍ବାଇ ନିକଟ କଲ୍ୟାଣ ଡୋମ୍ବିଭଲି ଅଞ୍ଚଳରେ ବିଦେଶରୁ ଆସିଥିବା ଜଣେ ବ୍ୟକ୍ତି…