ଆଜିର ଖବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଉ ଏକ ବଡ଼ ସଫଳତା, ଜାଣନ୍ତୁ କେଉଁଥିରେ ହେଲେ ସଫଳ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରେ ଫଲୋୱର୍ସଙ୍କ ସଂଖ୍ୟା ୬୦ ମିଲିୟନ ଅର୍ଥାତ୍ ୬କୋଟିକୁ ବୃଦ୍ଧି ପାଇଛି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…