ଆଜିର ଖବର ମୋବାଇଲ୍-ଆଧାରିତ ଭିଡିଓ ପ୍ରଡକ୍ସନ୍ ଉପରେ ତାଲିମ ଆୟୋଜିତ ଭୁବନେଶ୍ଵର: ଆଇସିଏଆର-ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଓମେନ୍ ଇନ୍ ଏଗ୍ରିକଲଚର (ଆଇସିଏଆର-ସିଆଇଡବ୍ଲୁଏ) ଏବଂ ଡିଜିଟାଲ୍ ଗ୍ରୀନ୍ ଟ୍ରଷ୍ଟର ସହଯୋଗରେ, ମୋବାଇଲ୍-ଆଧାରିତ ଭିଡିଓ ଉତ୍ପାଦନ ଉପରେ ଏକ ଦୁଇ ଦିନିଆ…