ଆଜିର ଖବର ଓଡ଼ିଶାରେ ଏବେ ଜିଓ ନେଟୱାର୍କରେ ୧.୫ କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା: ଟ୍ରାଇ ତଥ୍ୟ ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଜୟଯାତ୍ରା ଜାରି ରଖିଥିବା ରିଲାଏନ୍ସ ଜିଓ ରାଜ୍ୟରେ ସଫଳତାର ଆଉ ଏକ ମାଇଲ୍ଖୁଣ୍ଟ ହାସଲ କରିଛି।…