ଆଜିର ଖବର ଓଡ଼ିଶାରେ ଜିଓର ଦବ୍ଦବା, ମାର୍ଚ୍ଚରେ ଯୋଡ଼ିଛି ସର୍ବାଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ ଭୁବନେଶ୍ୱର: ଟେଲିକମ୍ ସେବା ପ୍ରଦାନ କ୍ଷେତ୍ରରେ ରିଲାଏନ୍ସ ଜିଓ ତାହାର ଦବ୍ଦବା ବଜାୟ ରଖିଛି। ଓଡ଼ିଶାରେ ୧ ନମ୍ବର ଟେଲିକମ୍ ଏବଂ ଡିଜିଟାଲ ସେବା ପ୍ରଦାନକାରୀ ଭାବେ…