ଅପରାଧ ଗୁଜୁରାଟରୁ ପ୍ରାୟ ୬୦୦ କୋଟି ମୂଲ୍ୟର ହିରୋଇନ ଜବତ, ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କଲେ ଟାର୍ଗେଟ ମୋର୍ବି: ଗୁଜୁରାଟର ମୋର୍ବି ଜିଲ୍ଲାର ତିନି ଜଣଙ୍କଠାରୁ ଆତଙ୍କବାଦୀ ବିରୋଧୀ ସ୍କ୍ବାର୍ଡ (ଏଟିଏସ) ୧୨୦ କିଲୋଗ୍ରାମର ନିଶା ଦ୍ରବ୍ୟ ଜବତ କରିଛି। ଏଟିଏସ୍ ନିଶା କାରବାର କରୁଥିବା…