ମୋଷ୍ଟ ୱାଣ୍ଟେଡ୍ ଅଭିଯୁକ୍ତ

ଭୁବନେଶ୍ଵର : କମିଶନରେଟ୍ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ବହୁଚର୍ଚ୍ଚିତ କୋଟି କୋଟି ଟଙ୍କାର ଠକେଇ ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଅଭିଯୁକ୍ତ ସଚିଦାନନ୍ଦ ଭୋଇଙ୍କୁ ଗିରଫ କରିଛି…