ଆଜିର ଖବର ୭ କୋଟି ମୂଲ୍ୟର ଗଞ୍ଜେଇ ଜବତ୍ କଲା ମୋହନା ଥାନା ପୋଲିସ, ଦୁଇ ଅଟକ ବ୍ରହ୍ମପୁର: ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ କମଳାପୁର ନାକାଗେଟ୍ ଠାରେ ସନ୍ଦେହ ଜନକ ଭାବେ ଏକ ଟ୍ରକକୁ ଅଟକାଇ…