ମୋ ଗାଁ ମୋ ସାହିତ୍ୟ

ସମୀକ୍ଷା ବ୍ୟୁରୋ ଶେରଗଡ଼,୦୨/୧୨: କରଞ୍ଜେଇ ପୀଠରେ ରବିବାର ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ `ମୋ ଗାଁ ମୋ ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜରେ ଜନାଦୃତ ପାଇଥିବା…