ଅନ୍ତରାଷ୍ଟ୍ରୀୟ ଇଂଲଣ୍ଡର ମ୍ୟାକଡୋନାଲ୍ଡଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ବକ୍ସର ଅମିତ ପଙ୍ଘଲ ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନର ଆରମ୍ଭ ଭାରତ ପାଇଁ ବହୁତ ଭଲ ରହିଛି। ବକ୍ସିଂରେ ଟିମ୍ ଇଣ୍ଡିଆ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି।…