ମ୍ୟାଚ୍ ବାତିଲ

ନୂଆଦିଲ୍ଲୀ: ଆଜି ଏସିଆନ୍ ଗେମ୍ସ-୨୦୨୩ ରେ ମହିଳା କ୍ରିକେଟ୍ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ବର୍ଷା ଯୋଗୁଁ ଏହି କ୍ୱାର୍ଟର ଫାଇନାଲ…