ଆଜିର ଖବର ସକାଳୁ ଶେଯରୁ ଉଠିବା ପରେ ପ୍ରଥମେ କଣ ଦେଖିଲେ ଦିନ ସାରା ହୋଇଥାଏ ଶୁଭ, ଜାଣନ୍ତୁ ନୂଆଦିଲ୍ଲୀ, ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ।…