ଆଜିର ଖବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପରଲୋକ, ଦୀର୍ଘ ଛଅ ବର୍ଷ ଧରି କୋମାରେ ଥିଲେ ନୂଆଦିଲ୍ଲୀ, ଆଜି ଆଖି ବୁଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଜଣେ ବରିଷ୍ଠ ନେତା ଯଶୱନ୍ତ ସିଂହ। ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା।…