ଆଜିର ଖବର ଯାଜପୁର ରୋଡ- ଧାମରା ରେଳ ପ୍ରକଳ୍ପକୁ ତୁରନ୍ତ ମଞ୍ଜୁର କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ ଭୁବନେଶ୍ଵର: ଯାଜପୁର ରୋଡ- ଧାମରା ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ତୁରନ୍ତ ମଞ୍ଜୁର କରିବା ଲାଗି ଯାଜପୁର ସଂସ୍କୃତି ଓ ବିକାଶ ପରିଷଦ ପକ୍ଷରୁ ନିବେଦନ କରାଯାଇଛି।…