ଆଜିର ଖବର ଆସନ୍ତାକାଲିଠୁ ଭୁବନେଶ୍ବର ଷ୍ଟେସନରେ ଯାଞ୍ଚ ହେବ କଡାକଡି: ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ହେଲା ପରିବର୍ତ୍ତନ ଭୁବନେଶ୍ବର: ଆସନ୍ତାକାଲିଠୁ ଭୁବନେଶ୍ଵର ରେଲୱେ ଷ୍ଟେସନରେ ଯାଞ୍ଚକୁ କଡାକଡି କରାଯିବ। ରାଜ୍ୟ ବାହାରୁ ଆସୁଥିବା ଟ୍ରେନ ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରାଯିବ। କିନ୍ତୁ ଲୋକାଲ ଟ୍ରେନ ପାଇଁ…