ଆଜିର ଖବର ବାଣପୁର: ମେଘାମ୍ବରୀ କେନାଲ ରୋଡ଼ରେ ଓଲଟିଲା ଯାତ୍ରୀବାହି ଅଟୋ, ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯାତ୍ରୀ ବାହି ଅଟୋ ଲେଉଟି ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି।…