ଆଜିର ଖବର ଯାତ୍ରୀବାହୀ କାରରେ ବାଧ୍ୟତାମୂଳକ ହେବ ୬ଟି ଏୟାରବ୍ୟାଗ: ଆସନ୍ତା ବର୍ଷ ଅକ୍ଟୋବର ପହିଲାରୁ ଲାଗୁ ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ…