ଅପରାଧ ଟାଙ୍ଗୀରେ ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ: ଦୁଇ ଆହତ, ୨ ବସକୁ ଜବତ କଲା ପୋଲିସ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ଦୁଇ ଘରୋଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଚିଲିକା…