ଆଜିର ଖବର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ପାଇଁ ରାଜି!: ଟ୍ରମ୍ପଙ୍କ ଦାବି ପରେ ଭାରତ ସରକାର କଲେ ନିଶ୍ଚିତ ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନା ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭୟଭୀତ ପାକିସ୍ତାନ ବିଶ୍ୱର ଦେଶମାନଙ୍କୁ ଭାରତ ସହିତ ଶାନ୍ତି ଏବଂ ସମାଧାନ ପାଇଁ ନିବେଦନ…