ଆଜିର ଖବର ଘରେ ପଶି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଗଭୀର ଆଘାତ ରାଉରକେଲା: ଘରେ ପଶି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ରାଉରକେଲା ସେକ୍ଟର-୬ ଜାମଟୋଲି ବସ୍ତିରେ ଘଟିଛି ଏହି ଘଟଣା। ଆକ୍ରମଣରେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ…