ଆଜିର ଖବର ବଡବାହାଳ ଯୁବକ ସଂଘର ଦୁର୍ଗା ମଣ୍ଡପ ବିବାଦ: ଏସଏଚଜି ମହିଳା ଓ କ୍ଲବ୍ ସଦସ୍ୟ ମଧ୍ୟରେ ଟଣାଓଟରା କନ୍ଦର୍ପ ବେହରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡବହାଳ ଗ୍ରାମରେ ଥିବା ଯୁବକ ସଂଘର ଏକ ଗୃହକୁ ବ୍ଲକ୍ ପ୍ରଶାସନ ଗ୍ରାମର ଏସ୍.ଏଚଜି ର ମହିଳା…