ଅପରାଧ ହତ୍ୟା ଅଭିଯୋଗରେ ତୃଣମୂଳ କଂଗ୍ରେସ ନେତ୍ରୀ ଶାୟନୀ ଘୋଷଙ୍କୁ ଗିରଫ କଲା ପୋଲିସ ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ଶାୟନୀ ଘୋଷଙ୍କୁ ତ୍ରିପୁରା ପୋଲିସ ଗିରଫ କରିଛି। ହତ୍ୟା ଅଭିଯୋଗରେ ଶାୟନୀଙ୍କୁ ଅଗରତାଲାରେ ଗିରଫ କରାଯାଇଛି। ଶାୟନି ଟିଏମସିର ଯୁବା ମୋର୍ଚ୍ଚାର…