ଆଜିର ଖବର ଯୁବା ସଙ୍ଗମ ସିକ୍କିମ-ଓଡ଼ିଶା କାର୍ଯ୍ୟକ୍ରମ: ସମ୍ବଲପୁର ଜିଲ୍ଲା ପରିଦର୍ଶନ କଲେ ସିକ୍କିମରୁ ଆସିଥିବା ଯୁବକ ଭୁବନେଶ୍ଵର: ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧିନରେ ସିକ୍କିମରୁ ଆସିଥିବା ଯୁବକମାନେ ଏନଆଇଟି ରାଉରକେଲାରେ ରହୁଛନ୍ତି। ସେମାନେ ଆଜି ଓଡ଼ିଶା ଗସ୍ତର…