ଆଜିର ଖବର ଟାଙ୍ଗୀରେ ନୂତନ ତହସିଲଦାର ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଯୁବ ଓଏଏସ୍: ଯୋଗ ଦେବା ପରେ ଆରମ୍ଭ କଲେ କାର୍ଯ୍ୟାନୁଷ୍ଠାନ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲରେ ନୂତନ ତହସିଲଦାର ଭାବେ ନିକଟରେ ଯୋଗ ଦେଇଛନ୍ତି ଯୁବ ଓଏଏସ୍ ଅଧିକାରୀ ସ୍ମୃତିରଞ୍ଜନ ଶତପଥୀ। ୨୦୧୬ ବ୍ୟାଚର…