ଆଜିର ଖବର ହିନ୍ଦୁଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଲେ ଯୁବରାଜ ସିଂହଙ୍କ ପିତା: ଗିରଫ ଦାବି କଲେ ସୋସିଆଲ ମିଡ଼ିଆ ୟୁଜର୍ସ ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କ ପିତା ଯୋଗରଜ ସିଂହଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିବା…