ଅନ୍ତରାଷ୍ଟ୍ରୀୟ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି: ୨୪ ଘଣ୍ଟା ଯୋଗାଇବ ସାହାଯ୍ୟ ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ଭୟଙ୍କର ପରିସ୍ଥିତିକୁ ଦେଖି ଭାରତ ସେଠାରେ ଫସି ରହିଥିବା ନାଗରିକମାନଙ୍କୁ ଥଇଥାନ କରିବା ଅଭିଯାନକୁ ଜୋରଦାର କରିଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ଭାରତ…