ଆଜିର ଖବର ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩: ୧୫ ହଜାର ଯୋଗ ଅନୁସନ୍ଧିତ୍ସୁଙ୍କ ନେତୃତ୍ୱ ନେବେ ଉପରାଷ୍ଟ୍ରପତି ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଜବଲପୁର ଠାରେ ୨୧ ଜୁନ୍ ଦିନ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ପାଳନ କାଳରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜାତୀୟ ସମାରୋହର ନେତୃତ୍ୱ…