ଆଜିର ଖବର ଆନ୍ତର୍ଜାତୀୟ ଯୋଗ ଦିବସ: ୧୭ ହଜାର ଫୁଟ ଉଚ୍ଚତା ବରଫ ମଧ୍ୟରେ ITBP ଯବାନ କଲେ ଯୋଗ ଅଭ୍ୟାସ ନୂଆଦିଲ୍ଲୀ: ଆଜି ହେଉଛି ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସମଗ୍ର ବିଶ୍ୱରେ ଲୋକମାନେ ଯୋଗ ଅଭ୍ୟାସ କରୁଛନ୍ତି। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସର କର୍ମଚାରୀମାନେ ମଧ୍ୟ…