ଜାତୀୟ ଖବର ସଦନରେ ଯୋଜନାବଦ୍ଧ ବିଭ୍ରାଟ ସୃଷ୍ଟିକୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକସଭା ବାଚସ୍ପତି ନୂଆଦିଲ୍ଲୀ: ୨୧ ଜୁଲାଇ, ୨୦୨୫ରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ଲୋକସଭାର ପଞ୍ଚମ ଅଧିବେଶନ ଗୁରୁବାର ସମାପନ ହୋଇଛି। ଅଧିବେଶନର ଶେଷ ଦିନରେ ତାଙ୍କ ଅନ୍ତିମ ଅଭିଭାଷଣରେ, ଲୋକସଭା…