ଜାତୀୟ ଖବର କିଛି ଦିନ ମଧ୍ୟରେ ୯କୋଟି ଚାଷୀଙ୍କୁ ମିଳିବ ୧୯ ହଜାର କୋଟି: ଜାଣନ୍ତୁ ଏହି ଯୋଜନା କ’ଣ ଏବଂ କିଭଳି ଉପକୃତ ହେବେ? ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ମିଳିଛି। ଅଗଷ୍ଟ ୯ ତାରିଖରେ ୯ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ…