ଆଞ୍ଚଳିକ ବାଣପୁର ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ!: ଯୌତୁକ ଲାଗି ବୋହୁକୁ ମାରି ପୋଡ଼ି ଦେଇଥିବା ଅଭିଯୋଗ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକା ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି। ଖବର ମୁତାବକ ଭେଷରୀ ଗ୍ରାମର ଲକ୍ଷ୍ମଣ ଜେନାଙ୍କ…