ଆଜିର ଖବର ବ୍ୟାଙ୍କ ମ୍ୟାନେଜର ରଂଜିତାଙ୍କ ଆତ୍ମହତ୍ୟା, ସିଲିଂ ଫ୍ୟାନରୁ ମୃତ ଦେହ ଉଦ୍ଧାର କଲା ପୋଲିସ ଭୁବନେଶ୍ବର,05/12: ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରୁ ୟୁକୋ ବ୍ୟାଙ୍କ ମ୍ୟାନେଜର ଆର.ରଞ୍ଜିତା ରାଓଙ୍କ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ମିଳିଛି। ରଞ୍ଜିତା ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳର ହାଉସିଂବୋର୍ଡ କଲୋନୀ…