ଜାତୀୟ ଖବର ଓଡିଶାରେ ଲାଗିଲା ‘ପୁଷ୍ପା’ ଚଳଚ୍ଚିତ୍ରର ପୋଷ୍ଟର, ଏହାର କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ ଭୁବନେଶ୍ବର: ସାରା ଭାରତରେ ‘ପୁଷ୍ପା’ ଚଳଚିତ୍ରକୁ ନେଇ ବେଶ ଚହଳ ପକାଇଛି। ମୁଖ୍ୟତଃ ଏହି ଚଳଚିତ୍ରର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଭୂମିକା ବେଶ ଉଚ୍ଚକୋଟିର ହୋଇପାରିଛି।…