ଆଜିର ଖବର ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଅଣ୍ଡାମାଡ, ପରିସ୍ଥିତି ଉତ୍ତେଜନା ଭୁବନେଶ୍ବର: ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁଙ୍କୁ ଆଜି ସକାଳେ ଅଣ୍ଡାମାଡ ହୋଇଛି। ଆଜି ରଘୁନାଥ ବାଣପୁରର ବିଷରପାଟଣାରେ ଚା ଖଟିରେ ସାମିଲ…