ଜାତୀୟ ଖବର ରଜ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ: ଆଜି ହେଉଛି ରଜ। ଏହି ଉପଲକ୍ଷେ ଓଡିଶାର ଗାଁଗଣ୍ଡା ବେଶ ଉତ୍ସବ ମୁଖର। ଝିଅମାନେ ସୁନ୍ଦର ବେଶଭୂଷା ସହିତ ଦୋଳି ଖେଳି ଏହି ଉତ୍ସବ ପାଳନ…