ଅପରାଧ ରଞ୍ଜିତ ସିଂ ହତ୍ୟା ମାମଲା: ୧୯ ବର୍ଷ ପରେ ମିଳିଲା ନ୍ୟାୟ, ଗୁରୁମିତ ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡ ନୂଆଦିଲ୍ଲୀ: ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରୁମିତ ରାମ ରହୀମ ଏବଂ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପଞ୍ଚକୁଲାର…