ରଣଜୀ ଖେଳାଳିଙ୍କ ଦେହାନ୍ତ

ନୂଆଦିଲ୍ଲୀ: କ୍ରିକେଟ୍ ଜଗତ ପାଇଁ ଏକ ଦୁଃଖଦ ଖବର ଅଛି। ହିମାଚଳ ପ୍ରଦେଶର ଯୁବ ଦ୍ରୁତ ବୋଲର ସିଦ୍ଧାର୍ଥ ଶର୍ମା ବଡୋଦରା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି।…