ଆଜିର ଖବର ଜିଲ୍ଲାପାଳଙ୍କ ଅଚାନକ ରଣପୁର ଗସ୍ତ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା, ସ୍କୁଲରେ ପିଲାଙ୍କୁ ପଢ଼ାଇଲେ ପାଠ ରଣପୁର: ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଜି ଅଚାନକ ରଣପୁର ବ୍ଲକ ଗସ୍ତ କରିଥିଲେ। ଜିଲ୍ଲାପାଳ ବ୍ଲକର ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ, ବିଦ୍ୟାଳୟ, ଅଙ୍ଗନବାଡିକେନ୍ଦ୍ର ଆଦି ପରିଦର୍ଶନ…