ଆଜିର ଖବର ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ରତ୍ନ ପଥର ବେପାରୀ ଗିରଫ, ୩ କ୍ୱିଂଟାଲ ପଥର ଜବତ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ରତ୍ନଗର୍ଭା କଳାହାଣ୍ଡି ଜିଲ୍ଲାରେ ବହୁ ମୂଲ୍ୟବାନ ରତ୍ନ ପଥର ମିଳୁଥିବା ବେଳେ ଅତୀତରେ ଓଡିଶା ଖଣି ନିଗମ ( ଓଏମସି) ସେହି…