ଜାତୀୟ ଖବର ଆସନ୍ତାକାଲି ଖୋଲିବ ରତ୍ନ ଭଣ୍ଡାର, ଆଇନ ମନ୍ତ୍ରୀ କଲେ ଘୋଷଣା, ଦିନ ଗୋଟାଏ ବେଳେ ଶୁଭ ବେଳା ଭୁବନେଶ୍ବର: ବହୁ ବିବାଦୀୟ ତଥା ପ୍ରତୀକ୍ଷିତ ରତ୍ନ ଭଣ୍ଡାର ଆସନ୍ତାକାଲି ଖୋଲା ଯିବ। ଆଜି ସଂଧ୍ୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ଘୋଷଣା କରିଛନ୍ତି।…