ଜାତୀୟ ଖବର ରଥଯାତ୍ରା ହେବାର ସୃଷ୍ଟି ହେଲା ସମ୍ଭାବନା, ଏଥର କୋର୍ଟରେ ଅନୁକୂଳ ମତ ରଖିବେ ରାଜ୍ୟ ସରକାର ଭୁବନେଶ୍ବର,ବିଭିନ୍ନ ମହଲରେ ପ୍ରବଳ ସମାଲୋଚନା ଓ ଚାପ ପରେ ଶେଷରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ରଥଯାତ୍ରା ରିଟପିଟସନର ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର…