ଅନ୍ତରାଷ୍ଟ୍ରୀୟ ପୂର୍ବତନ କ୍ରିକେଟର ରବିନ ଉଥପ୍ପାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରୀ, ଜାଣନ୍ତୁ କାରଣ ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ବିରୁଦ୍ଧରେ ପ୍ରୋଭିଡେଣ୍ଟ ଫଣ୍ଡ (PF) ଜାଲିୟାତି ଅଭିଯୋଗରେ ଗିରଫ ପରୱାନା ଜାରି ହୋଇଛି। PF ଆଞ୍ଚଳିକ କମିଶନର୍ ସଦାକେଶରୀ…