ରାଜ୍ୟ ଖବର ରମାଦେବୀ ଛାତ୍ରୀଙ୍କୁ ବିଜେପି ୱାର୍ଡ ଅଫିସରେ ବୈଠକ କରିବା ନେଇ ପ୍ରଶ୍ନ ଉଠାଇଲା ବିଜେଡି ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ନେଇ ବୈଠକ କରିବା ପ୍ରସଂଗରେ ବିଜେପିକୁ ଘେରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇଛି…